ODISHA

4099 Videos

Under #Odisha Govt’s Biju Swasthya Kalyan Yojana, Pritimanjari Biswal of Angul district got her husband’s operation done for free at Sushruta Nursing Home in Burla. She thanked Chief Minister @Naveen_Odisha for the seamless treatment. #BijuSwasthyaKalyanYojana #SusthaOdisha …

Under #Odisha Govt’s Biju Swasthya Kalyan Yojana, Pritimanjari Biswal of Angul district got her husband’s operation done for free at Sushruta Nursing Home in Burla. She thanked Chief Minister @Naveen_Odisha for the seamless treatment. #BijuSwasthyaKalyanYojana #SusthaOdisha https://t.co/C4JXqd8TUn Source by CMO Odisha

Congratulations @OdishaWater on signing an LoI with @UNICEF for strengthening communication and policy initiatives of the department for engaging with community on sustainable water management with women as principal stakeholders in water governance. …

Congratulations @OdishaWater on signing an LoI with @UNICEF for strengthening communication and policy initiatives of the department for engaging with community on sustainable water management with women as principal stakeholders in water governance. https://t.co/iVcPIc33ZL Source by CMO Odisha

Amidst prolonged #COVID19 pandemic, let’s not forget that millions of people are living with HIV/AIDS across the globe. On #WorldAIDSDay, let’s pledge to ensure quality & affordable healthcare, end inequities, remove stigma, so that people affected by AIDS can lead a normal life. …

Amidst prolonged #COVID19 pandemic, let’s not forget that millions of people are living with HIV/AIDS across the globe. On #WorldAIDSDay, let’s pledge to ensure quality & affordable healthcare, end inequities, remove stigma, so that people affected by AIDS can lead a normal life. https://t.co/wn0QXzCH2T Source by Naveen Patnaik

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ବିଶ୍ୱ ରଞ୍ଜନ ବିଶ୍ବାଳ ବାଲେଶ୍ୱରର ଜ୍ୟୋତି ହସ୍ପିଟାଲରେ ନିଜ ସ୍ତ୍ରୀଙ୍କର ବିନା ମୂଲ୍ୟରେ ସଫଳ ଚିକିତ୍ସା କରାଇଛନ୍ତି। ସ୍ୱାସ୍ଥ୍ୟରକ୍ଷା ପାଇଁ ଏଭଳି କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।#BSKY #SusthaOdisha …

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ବିଶ୍ୱ ରଞ୍ଜନ ବିଶ୍ବାଳ ବାଲେଶ୍ୱରର ଜ୍ୟୋତି ହସ୍ପିଟାଲରେ ନିଜ ସ୍ତ୍ରୀଙ୍କର ବିନା ମୂଲ୍ୟରେ ସଫଳ ଚିକିତ୍ସା କରାଇଛନ୍ତି। ସ୍ୱାସ୍ଥ୍ୟରକ୍ଷା ପାଇଁ ଏଭଳି କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।#BSKY #SusthaOdisha https://t.co/rJrBfoj7DV Source by CMO Odisha

ଅନେକ ସରକାରୀ ଯୋଜନା ଜଗତସିଂହପୁର ଜିଲ୍ଲାରେ ସଫଳ ଭାବେ କାର୍ଯ୍ୟକାରୀ ହେଉଛି। ଜଗତସିଂହପୁର ଓ ପାରାଦୀପ ସହରର ସବୁ ପରିବାରକୁ ପାଇପ ପାଣିର ସୁବିଧା ଯୋଗାଇ ଦିଆଯାଇଛି। ଜିଲ୍ଲାର ଗ୍ରାମାଞ୍ଚଳରେ ପାଇପ ପାଣିର ସୁବିଧା ପାଇଁ ଏକ ବୃହତ ପାଇପ ପାଣି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛି। #BijuSwasthyaKalyanYojana …

ଅନେକ ସରକାରୀ ଯୋଜନା ଜଗତସିଂହପୁର ଜିଲ୍ଲାରେ ସଫଳ ଭାବେ କାର୍ଯ୍ୟକାରୀ ହେଉଛି। ଜଗତସିଂହପୁର ଓ ପାରାଦୀପ ସହରର ସବୁ ପରିବାରକୁ ପାଇପ ପାଣିର ସୁବିଧା ଯୋଗାଇ ଦିଆଯାଇଛି। ଜିଲ୍ଲାର ଗ୍ରାମାଞ୍ଚଳରେ ପାଇପ ପାଣିର ସୁବିଧା ପାଇଁ ଏକ ବୃହତ ପାଇପ ପାଣି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛି। #BijuSwasthyaKalyanYojana https://t.co/bvAxPeqDj2 Source by Naveen Patnaik

କଟକ ସାଂସଦ ଶ୍ରୀ ଭତୃହରି ମହତାବ ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜାଣିବା ପରେ ପୁଅଙ୍କ ସହ ଫୋନରେ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ବୁଝିଲି। ତାଙ୍କର ଆଶୁଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।…

କଟକ ସାଂସଦ ଶ୍ରୀ ଭତୃହରି ମହତାବ ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜାଣିବା ପରେ ପୁଅଙ୍କ ସହ ଫୋନରେ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ବୁଝିଲି। ତାଙ୍କର ଆଶୁଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି। Source by Naveen Patnaik

On this occasion CM also highlighted that #Odisha is coming up with a Petroleum, Chemicals and Petrochemicals Investment Region in Paradeep and port related industrial complex at Dhamra and Gopalpur which will further aid the growth of the Chemicals sector in the State….

On this occasion CM also highlighted that #Odisha is coming up with a Petroleum, Chemicals and Petrochemicals Investment Region in Paradeep and port related industrial complex at Dhamra and Gopalpur which will further aid the growth of the Chemicals sector in the State. Source by CMO Odisha

He also felicitated international cyclist #SwastiSingh and international footballer #PyariXaxa with a cash prize of ₹50k each along with citations for their remarkable performances in various International & National level sports events. @IMFALtd …

He also felicitated international cyclist #SwastiSingh and international footballer #PyariXaxa with a cash prize of ₹50k each along with citations for their remarkable performances in various International & National level sports events. @IMFALtd https://t.co/wly2eZm3lZ Source by Governor Odisha

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଖୋର୍ଦ୍ଧା ଜିଲ୍ଲାର ରସ୍ମିତା ମହାପାତ୍ର ସୁବିଧାରେ ନିଜର ଅସ୍ତ୍ରୋପଚାର କରାଇପାରିଥିବା ଜାଣି ବହୁତ ଖୁସି ହେଲି। ଲୋକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସହ ଚିକିତ୍ସାଜନିତ ଆର୍ଥିକ କଷ୍ଟ ଲାଘବ କରିବାରେ ଏହି ଯୋଜନା ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି। #BijuSwasthyaKalyanYojana #SusthaOdisha …

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଖୋର୍ଦ୍ଧା ଜିଲ୍ଲାର ରସ୍ମିତା ମହାପାତ୍ର ସୁବିଧାରେ ନିଜର ଅସ୍ତ୍ରୋପଚାର କରାଇପାରିଥିବା ଜାଣି ବହୁତ ଖୁସି ହେଲି। ଲୋକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସହ ଚିକିତ୍ସାଜନିତ ଆର୍ଥିକ କଷ୍ଟ ଲାଘବ କରିବାରେ ଏହି ଯୋଜନା ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି। #BijuSwasthyaKalyanYojana #SusthaOdisha https://t.co/XuaPZJ8NJr Source by Naveen Patnaik

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ସମାଜସେବୀ ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ଦେଶର ଅଖଣ୍ଡତା ସହ ସମାଜର ଗରିବ ଓ ଅସହାୟଙ୍କ କଲ୍ୟାଣ ଏବଂ ନାରୀ ସଶକ୍ତିକରଣ କ୍ଷେତ୍ରରେ ତାଙ୍କ ଅବଦାନ ସର୍ବଦା ପ୍ରେରଣାଦାୟୀ। …

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ସମାଜସେବୀ ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ଦେଶର ଅଖଣ୍ଡତା ସହ ସମାଜର ଗରିବ ଓ ଅସହାୟଙ୍କ କଲ୍ୟାଣ ଏବଂ ନାରୀ ସଶକ୍ତିକରଣ କ୍ଷେତ୍ରରେ ତାଙ୍କ ଅବଦାନ ସର୍ବଦା ପ୍ରେରଣାଦାୟୀ। https://t.co/QFA2qmdvhN Source by Naveen Patnaik

ପୁରୀ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ମାନ୍ୟବର ରାଜ୍ୟପାଳଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ଭାବପୂର୍ଣ୍ଣ ହେବା ସହ ସ୍ୱତନ୍ତ୍ର ଥିଲା। …

ପୁରୀ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ମାନ୍ୟବର ରାଜ୍ୟପାଳଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ଭାବପୂର୍ଣ୍ଣ ହେବା ସହ ସ୍ୱତନ୍ତ୍ର ଥିଲା। https://t.co/Lw4LTKrCMc Source by Governor Odisha